STORYMIRROR
ସମ୍ପର୍କ...
ସମ୍ପର୍କର ସୂତାକୁ...
ସମ୍ପର୍କର...
“
ସମ୍ପର୍କର ସୂତାକୁ ବାନ୍ଧିବାରେ ପ୍ରାୟତ ଅଡୁଆ ହୁଏ ,
ଖିଅ ଖୋଜିଲାବେଳେ ସୂତା ଗଣ୍ଠି ପଡ଼ିଯାଏ,
ଫିଟାଇ ନ ପାରିଲେ ଗଣ୍ଠି ଛିଣ୍ଡାଇ,
ସୂତା ମୁଣ୍ଡକୁ ବାନ୍ଧିବାକୁ ପଡେ,
ନିଜର ସମ୍ପର୍କକୁ ସୁସ୍ଥ, ଶକ୍ତ, ସୁମଧୁର ଓ ସୁନ୍ଦର କରିବା ପାଇଁ |
”
312
More oriya quote from Srinivas Mishra
Download StoryMirror App