STORYMIRROR

ସମ୍ବିଧାନ...

ସମ୍ବିଧାନ କୁହେ “ମୁଁ ପାଉଁଶ ତଳର ନିଆଁ" ଯେତେ ନିଜ ଅଧିନସ୍ଥ ହେବାକୁ ଚାହେଁ ହୋଇ ପାରେନା। ପୁନଶ୍ଚ ବାହାରି ପଡେ ଚତୁପାର୍ଶ୍ଵର ତାତି ଦେଖି, ଦେଖିବାକୁ ଚାହେଁ ଆଜିର ରଣଭୂମିରେ କିପରି ହେଉଛି ରାଜନୀତି।

By Monalisa Maharana
 19


More oriya quote from Monalisa Maharana
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments