STORYMIRROR

ଶକୁନି...

ଶକୁନି ମାମୁଁର କୁମନ୍ତ୍ରଣାରେ କୁରୁପାଣ୍ଡବରେ କଳି ମନ୍ଥରା ବଚନେ ଭୁଲିଲେ କୈକେୟୀ ରାମ ଗଲେ ବନେ ଚଳି ପରର କଥାରେ ଘର ଭାଙ୍ଗିଯାଏ ହେଜିବୁ ମନରେ ଥରେ ଅତି ଲୋଭରୁ ମୃତ୍ୟୁ ହୁଏ

By Swarnalata Dash
 18


More oriya quote from Swarnalata Dash
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments