STORYMIRROR

ଶ୍ୱାସ ରୁଦ୍ଧ...

ଶ୍ୱାସ ରୁଦ୍ଧ ସେଇ ଗୋଲାପର ଚିତ୍କାର, ଚେଇଁ ଶୋଇଥିବା ଏକ ଅନ୍ଧାରି ହୃଦୟକୁ, ନା ସହଜରେ ଭୁଲାଇ ପାରେ.. ନା ଶଯ୍ୟାଶାୟୀ ଅତୀତଠୁ ଛଡାଇ ଆଣି, ନୂଆ ଏକ ଦୁନିଆକୁ ଭୋଗିବାକୁ ଦିଏ!!

By S.Kumar Amit
 228


More oriya quote from S.Kumar Amit
27 Likes   0 Comments