STORYMIRROR

ସେଦିନ...

ସେଦିନ ଅନ୍ଧାର ଆଲୁଅର ଖେଳ ଭିତରେ ଉଙ୍କି ମାରୁଥିବା ଜହ୍ନଟା ହଠାତ୍ ଲୁଚିଗଲା , ବାଦଲ ସିନା ଘଡ଼ିଏ ମୁହୂର୍ତ୍ତ ପାଇଁ ଆସିଥିଲା କିନ୍ତୁ, ଲାଜକୁଳୀ ଜହ୍ନଟା ପୁଣି ଆସି ଉଙ୍କି ମାରୁଥିଲା, ଠିକ୍ ସେତିକିବେଳେ ବର୍ଷାରାଣୀ ଇର୍ଷାର ଅଗ୍ନିରେ ଜଳି ସବୁକିଛି ଧୋଇ ସାରି ଥିଲା। By -Sita Nayak କଲମର ଚଞ୍ଚଳତା✍️

By Sita Nayak
 27


More oriya quote from Sita Nayak
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments