STORYMIRROR
ସେଦିନ ଅନ୍ଧାର...
ସେଦିନ ଅନ୍ଧାର...
ସେଦିନ...
“
ସେଦିନ ଅନ୍ଧାର ଆଲୁଅର ଖେଳ ଭିତରେ ଉଙ୍କି ମାରୁଥିବା ଜହ୍ନଟା ହଠାତ୍ ଲୁଚିଗଲା , ବାଦଲ ସିନା ଘଡ଼ିଏ ମୁହୂର୍ତ୍ତ ପାଇଁ ଆସିଥିଲା କିନ୍ତୁ, ଲାଜକୁଳୀ ଜହ୍ନଟା ପୁଣି ଆସି ଉଙ୍କି ମାରୁଥିଲା,
ଠିକ୍ ସେତିକିବେଳେ ବର୍ଷାରାଣୀ ଇର୍ଷାର ଅଗ୍ନିରେ ଜଳି ସବୁକିଛି ଧୋଇ ସାରି ଥିଲା।
By -Sita Nayak
କଲମର ଚଞ୍ଚଳତା✍️
”
27
More oriya quote from Sita Nayak
Download StoryMirror App