STORYMIRROR

ସେ ତା...

“ ସେ ତା ସଂସାରରେ ବ୍ୟସ୍ତ ଥିଲା ବେଳେ ହଠାତ୍ ଦିନେ ଏମିତି _ ଆରେ.. ତୁମେ କଣ ଏବେ ବି ଏକା! _ ହଁ...,କିଛି ବିକଳ୍ପ ନାହିଁ🥺 କିନ୍ତୁ ଏକା ନୁହେଁ..😀ସେ ଏବେ ବି ସେଇଠି ରହୁଛି ଆଉ ଜାଗା କାଇଁ ଯେ ତୃତୀୟ ବ୍ୟକ୍ତି ପାଇଁ ! ସେ ପୁଣି କିଛି କହିବା ଆଗରୁ ତା ଫୋନ୍ ବାଜିଉଠିଲା ଆଉ ଉଠେଇବା ମାତ୍ରେ ସେପଟୁ ଶୁଭୁଥିଲା Miss you dear-where are you? _ ହଁ..ସେଇ ପୁରୁଣା ଜାଗାରେ..... ଦୁହେଁ ବ୍ୟସ୍ତ ହେଇ ଯାଇଥିଲୁ ସେ ତା ଫୋନ୍ ରେ ଆଉ ମୁଁ ମୋ ପୁରୁଣା କ୍ଷତ ଘୋଡ଼େଇବାରେ। ”

By SARADA PRASANNA NAYAK
 259


More oriya quote from SARADA PRASANNA NAYAK
25 Likes   0 Comments
2 Likes   0 Comments
2 Likes   0 Comments