STORYMIRROR
ସଦାଚାର...
ସଦାଚାର...
...
“
ସଦାଚାର ଠାରୁ ବଡ଼
ଶିଷ୍ଟତା କିଛି ନାହିଁ,
କାରଣ ସୁଦ୍ଧ ବିଚାରରୁ
ତ ସୃଷ୍ଟ ଶିଷ୍ଟାଚାର,
ଆଉ ବିଚାର ସୁଦ୍ଧ ହେଲେ ହିଁ ତ
ସୃଷ୍ଟି ହୁଏ ସୁଵିଚାର..!
🙏ଶୁଭ ପ୍ରଭାତ🙏
@ଇନ୍ଦ୍ରଧନୁର ରଂଗ..🌷
”
211
More oriya quote from Debadatta Jena
Download StoryMirror App