STORYMIRROR

ସବୁ କିଛି...

ସବୁ କିଛି ଅଧା ଅଧୁରା ଲାଗେ ବଞ୍ଚିବା ଟା ଯେମିତି ଅଭିଶାପ ଗୋଟେ , ସମୟର କରାଳ ଗ୍ରାସ ରେ ହଜିଗଲା ଖୁସି ମୋର , ପ୍ରେମ ର ନୂଆ ନୂଆ ସ୍ବପ୍ନ ସବୁଦିନ ରାତି ମୋ ସହ ଥଟ୍ଟା ଖେଳେ ।

By Anita Jena
 319


More oriya quote from Anita Jena
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments