STORYMIRROR
"ସାତ...
"ସାତ ସିଆଁ ଲୁଗା...
"ସାତ ସିଆଁ...
“
"ସାତ ସିଆଁ ଲୁଗା ପିନ୍ଧେ
ପଣତରେ ଲୁହ ପୋଛେ,
ପେଟ ଖାଲି ମୁହେଁ ହସ
ସବୁ ଦୁଃଖ ନିଜେ ସହି
ସନ୍ତାନର ସୁଖ ପାଇଁ
ଝଡ଼ ଝଞ୍ଜା କନ୍ଧେ ବୋହି
କଣ୍ଟା ପଥେ ସେ ଚାଲଇ,
କେବେ କିଛି ମାଗେ ନାହିଁ,
ସେ ମାଆ, ତା ପରି ଏ ସଂସାରରେ କେହି ନାହିଁ "।।।।
”
305
More oriya quote from Madhulita Nayak
Download StoryMirror App