STORYMIRROR
"ସାରୁ...
"ସାରୁ ପତରରେ ପାଣି...
"ସାରୁ ପତରରେ...
“
"ସାରୁ ପତରରେ ପାଣି ଢଳ ଢଳ
ଗଗନୁ ଝରଇ ନୀର,
କ୍ଷଣ ଭଙ୍ଗୁର ଏ ଦୁନିଆ ବୁକୁରେ
ସ୍ଥାନ କାହିଁ ଜୀବନର,
ପାଣି ଫୋଟକାଟି ଯେଉଁଥିରୁ ସୃଷ୍ଟି
ସେଥିରେ ହୁଅଇ ଲୀନ,
ମୋର ମୋର କହି ଯେତେ କୋଳେଇଲେ,
ନିଜର ହୁଏନି ଏ ପ୍ରାଣ "।।।।
”
246
More oriya quote from Madhulita Nayak
Download StoryMirror App