STORYMIRROR
ସ୍ୱାଧୀନ...
ସ୍ୱାଧୀନତା ଉପରେ...
ସ୍ୱାଧୀନତା...
“
ସ୍ୱାଧୀନତା ଉପରେ ଆଜି କାହିଁକି ପ୍ରଶ୍ନ ଉଠୁଛି??????
ସତରେ କଣ ଆମେ ସ୍ୱାଧୀନ ନୁହେଁ?????
କାହିଁକି ଆଜି ଧ୍ଵସ୍ତ ବିଧ୍ବସ୍ତ ହୋଇଯାଇଛି ତ୍ରିରଙ୍ଗା ପତାକା
କାହିଁକି ଆଜି ଗଳି କନ୍ଦିରେ ଲୁଚି ଯାଉଛି ସ୍ୱାଧୀନତା????
କାହିଁକି ଆଜି ସ୍ୱାଧୀନ ଭାରତ ଭୂଇଁ ରେ ଭୃଣ ହତ୍ୟା ଓ ନାରୀ ନିର୍ଯ୍ୟାତନା ହେଉଛି l
କଣ ଆମେ ମୁକ୍ତ ଆକାଶ ତଳେ ସ୍ୱଧିନତା ରେ ଚଳ ପ୍ରଚଳ କରିପାରିବ ନାହିଁ????
ହଁ ପାରିବ ଚାଲ ଆଜି ଆମେ ସଂକଳ୍ପ ବଧ ହେବ ମାନବିକତା ଓ ଜାତୀୟତାବାଦରେ ଭରିଦେବା ଭାରତ ଭୂଇଁ କୁ ll
”
269
More oriya quote from sarada com.2020
Download StoryMirror App