STORYMIRROR

ରୂପନାହିଁ...

ରୂପନାହିଁ ଯାର ଦେଖିବ କେମିତି ପାଇବ କିବା ଦର୍ଶନ ଏକରୁ ଅନେକ ଅନେକରୁ ଏକ ଏହା ଅଟେ ସତ୍ୟ ଜାଣ ଯେମିତି ଭାବିବ ସେମିତି ଦେଖିବ ସେମିତି ପାଇବ ଫଳ ସମସ୍ତଙ୍କୁ ଯିଏ ନଚାଇ ଚାଲିଛି ଭକତ ପାଖେ ଦୁର୍ବଳ ଚିତ୍ତରଞ୍ଜନ ଲେଙ୍କା,କଟକ©

By Chittaranjan Lenka
 180


More oriya quote from Chittaranjan Lenka
3 Likes   1 Comments
2 Likes   1 Comments
1 Likes   0 Comments
1 Likes   0 Comments
1 Likes   0 Comments