STORYMIRROR
ରଂଗ ନ...
ରଂଗ ନ ହେଲେ ଵି...
ରଂଗ ନ ହେଲେ...
“
ରଂଗ ନ ହେଲେ ଵି ନାହିଁ,
ଦାଗ ଟିକେ ହେଇ ଯା'
ଲାଗିଲେ ତୋ ଦେହ ସ୍ୟାହି..
ତୁ ଛବିଟିଏ ବନି ଯା'..
ଛବି ରାଣୀ..
ତୁ ଇନ୍ଦ୍ରଧନୁ ନ ସାଜିଲୁ ନାହିଁ..
ରୂପ ରଣୀ ସାଜୁ ଥା'..!
@ଇନ୍ଦ୍ରଧନୁର ରଂଗ..🌷
”
265
More oriya quote from Debadatta Jena
Download StoryMirror App