STORYMIRROR
ପ୍ରତ୍ୟେ...
ପ୍ରତ୍ୟେକ ପୁରୁଷ -...
ପ୍ରତ୍ୟେକ...
“
ପ୍ରତ୍ୟେକ ପୁରୁଷ -
ମା'ଟିଏ ହେବା ପାଇଁ ଚେଷ୍ଟା କର ,
ସାଧନା କର ।
ମା'ର ମନୋବୃତ୍ତି , ମାନସିକତା ,
ନିଜଭିତରେ ଉତ୍ପନ୍ନ କର -
ଦେଖିବା ସମାଜର ଶାନ୍ତି , ସ୍ଥିରତା ଓ ପ୍ରଗତିଧାରା -
କେତେ ଦୃଢ଼ ଓ କ୍ଷିପ୍ର ହେବ
”
412
More oriya quote from Pradeep Kumar Panda
Download StoryMirror App