STORYMIRROR

ପ୍ରଥମ...

ପ୍ରଥମ ପ୍ରେମର ପ୍ରଥମ ଦେଖା ଥିଲା ଆମ ପାଇଁ ସବୁଠୁ ନିଆରା ପ୍ରଥମ ଦେଖାରୁ କରିଲ ନିଜର ଆଖିରେ ମିଶାଇ ଆଖି ସେହିଦିନ ଠାରୁ ସଂପର୍କ ଆମର ଯୋଡ଼ି ହେଇଗଲା ସାରା ଜୀବନ

By Biswa Kalyani
 22


More oriya quote from Biswa Kalyani
0 Likes   0 Comments