STORYMIRROR

ପରିଶ୍ରମ...

ପରିଶ୍ରମ କୁହେ ସଫଳତା ଦେବି, ହେଲେ ଆଳସ୍ୟ କୁହେ ତୋତେ କିଛି କରିବାକୁ ପଡ଼ିବନି ମୁଁ ତୋତେ ଆନନ୍ଦ ଦେବି, ସଫଳତାର ରାସ୍ତା କଠିନ ଆଉ ଆଳସ୍ୟ ସାମୂହିକ ଆନନ୍ଦକୁ ଦିଏ ହେଲେ, ବର୍ତ୍ତମାନର କଠିନତା ଭବିଷ୍ୟତର ଚଲାପଥରେ ଫୁଲକୁ ବିଛାଇ ଦେଇ ଥାଏ।। ସୀତା ନାୟକ ।।କଲମର ଚଞ୍ଚଳତା।।

By Sita Nayak
 14


More oriya quote from Sita Nayak
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments