STORYMIRROR

ପ୍ରେମ...

ପ୍ରେମ ~~~~~~ ଯେଉଁଠି ଜଣେ କିଛି ନିର୍ଦ୍ଧିଷ୍ଟ ମୁହୂର୍ତ୍ତ ଭୁଲିଯିବା ପରେ ଆରମ୍ଭ ହୁଏ ବିଚ୍ଛେଦର ଇତିହାସ । ଏକାକାର ହେଇଥିବା ସମ୍ପର୍କ କାଳକ୍ରମେ ବଦଳି ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ନିଜତ୍ବର ପରିସୀମା ସୀମିତ ହୋଇଯାଏ ଓ ପରିଶେଷରେ ଅଳ୍ପ କେଇଦିନର ଅନ୍ତରାଳେ ସମ୍ପର୍କର ପରିସମାପ୍ତି ଘଟେ । -kahnu charan sahu

By kahnu charan sahu
 26


More oriya quote from kahnu charan sahu
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments