STORYMIRROR

❤️ପ୍ରେମ ର...

❤️ପ୍ରେମ ର ସଂଜ୍ଞା କ'ଣ କେବେ ମୁହଁରେ ପ୍ରକାଶ କରାଯାଇପାରେ?? ଯଦି ପ୍ରକାଶ କରାଯାଇପାରନ୍ତା ତେବେ ପ୍ରେମ ସ୍ୱୟଂ ପରମାତ୍ମା ପ୍ରେମ ସ୍ବୟଂ ପରଂବ୍ରହ୍ମ ଙ୍କ ସହିତ ଜଡ଼ିତ ଏହି କଥାଟା ଅତି ସ୍ୱାଭାବିକ ହୋଇଯାନ୍ତା। ଉପଲବ୍ଧି ପାଇଁ ଅମୃତ ଭାବନାର ସ୍ତରକୁ ପ୍ରବେଶ ର ଆବଶ୍ୟକ ପଡ଼ନ୍ତାନି।❤️

By Manorama Sahoo Rollno 26
 157


More oriya quote from Manorama Sahoo Rollno 26
1 Likes   0 Comments
19 Likes   0 Comments
6 Likes   0 Comments
12 Likes   0 Comments
27 Likes   0 Comments