STORYMIRROR

ପ୍ରେମ ଓ...

ପ୍ରେମ ଓ ଯତ୍ନ ରେ ମନ କୁ ଆସିଯାଏ ମାଁ ର ଚେହେରା, ପରିବାର ପାଇଁ କଷ୍ଟ ସହନ୍ତି ସିଏ ବାପା ପରା, ନିଜ ଆବଶ୍ଯକତା କୁ ପଛରେ ରଖି, ପରିବାର ପାଇଁ ନିଜ ଇଚ୍ଛା ପସନ୍ଦ ନଦେଖି, ଯିଏ ନିରବରେ ମେରୁଦଣ୍ଡ ସମ ସବୁ ନିଏ ସମ୍ଭାଳି , ସିଏ ବାପା ପରା, ଯାହା ପାଇଁ ଆଜି ଆମ ଦୁନିଆ ହସୁଛି.।

By PrajnaParamita Aparajita
 164


More oriya quote from PrajnaParamita Aparajita
26 Likes   0 Comments
12 Likes   0 Comments
23 Likes   0 Comments
29 Likes   0 Comments
21 Likes   0 Comments