STORYMIRROR
ପ୍ରେମ...
ପ୍ରେମ...
ପ୍ରେମ...
“
ପ୍ରେମ
~~~~~~
ଯେଉଁଠି ଜଣେ କିଛି ନିର୍ଦ୍ଧିଷ୍ଟ ମୁହୂର୍ତ୍ତ ଭୁଲିଯିବା ପରେ ଆରମ୍ଭ ହୁଏ ବିଚ୍ଛେଦର ଇତିହାସ । ଏକାକାର ହେଇଥିବା ସମ୍ପର୍କ କାଳକ୍ରମେ ବଦଳି ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ନିଜତ୍ବର ପରିସୀମା ସୀମିତ ହୋଇଯାଏ ଓ ପରିଶେଷରେ ଅଳ୍ପ କେଇଦିନର ଅନ୍ତରାଳେ ସମ୍ପର୍କର ପରିସମାପ୍ତି ଘଟେ ।
-kahnu charan sahu
”
26
More oriya quote from kahnu charan sahu
Download StoryMirror App