STORYMIRROR
"ପୌଷ"ର...
"ପୌଷ"ର କୁହୁଡି...
"ପୌଷ"ର...
“
"ପୌଷ"ର କୁହୁଡି ଘେରା --
ସକାଳ ର ସବୁଜ ଧରାପୃଷ୍ଠ--
ବିନ୍ଦୁ--ବିନ୍ଦୁ --କାକର ରେ ଗାଲିଚା
ଉଡ଼ିବୁଲେ - ନାନା ରଙ୍ଗର "ପ୍ରଜାପତି"
ଆମ୍ବ ଵଉଳେ ଫଗୁଣ ମାସେ |
ନିର୍ମଳା ନାୟକ
”
261
More oriya quote from Nirmala Nayak
Download StoryMirror App