STORYMIRROR

ନଇଁ ଯିବି...

ନଇଁ ଯିବି ନାହିଁ ଅନ୍ୟ ଭାଷା ଆଗେ ଯେତେ ଆସୁ ଦୁଃଖ ଦଶା ଗର୍ବରେ ମୁଣ୍ଡ ମୋ ଉଚ୍ଚ ହୋଇଯାଏ ଓଡ଼ିଆ ମୋ ମାତୃଭାଷା ।।

By Premananda Behera
 31


More oriya quote from Premananda Behera
0 Likes   0 Comments