STORYMIRROR

ନାରୀ ନାରୀ...

ନାରୀ ନାରୀ ନୁହଁ କେବେ, ଦୁର୍ବଳା, ଅବଳା, ନାରୀ ଯେ ଅଟଇ ସ୍ନେହ, ପ୍ରେମ, ମାତୃତ୍ୱ ର ପ୍ରତୀକ! ନାରୀ ପାଇଁ ରାମାୟଣ, ନାରୀ ପାଇଁ ମହାଭାରତ, ନାରୀ ପାଇଁ ପରିଚିତ, ଜଗତର ନାଥ ପ୍ରଭୂ ଶ୍ରୀ ଜଗରନାଥ! ଏଇ ଦେଶର ମାଟିରେ, ଜନ୍ମ, ମା ଜନକ ନନ୍ଦୀନି ସୀତା, ଲକ୍ଷ୍ମୀ, ଝାନସୀ ରାଣୀ ଲକ୍ଷ୍ମୀ ବାଇ ଭଳି ମହିୟସୀ ନାରୀ, ଯାହାଙ୍କ ପ୍ରେମ, ତ୍ୟାଗ, ବୀରତ୍ୱ ପାଇଁ ବିଶ୍ୱରେ ପୂଜିତା ଯେ ନାରୀ!

By alok Kumar
 21


More oriya quote from alok Kumar
0 Likes   0 Comments