STORYMIRROR

ମୁଁ ତ...

“ ମୁଁ ତ ଭିଜିଯାଏ ତୋ ଓଠର ଉଷ୍ମ ଚୁମ୍ବନରେ, ମୋତେ ଶ୍ରାବଣ କି ଲୋଡ଼ା ପଡେ.... ଫଗୁଣଟେ କାହାପାଇଁ ଖୋଜା ପଡୁଥିବ, ମୁଁ ତ ଦେଖେ ତୋ ହସରେ ଫଗୁଣଟା ଜଳେ.... ”

By TAPASWINI BEHERA
 247


More oriya quote from TAPASWINI BEHERA
0 Likes   0 Comments