STORYMIRROR

"ମୁଁ ସମଗ୍ର...

"ମୁଁ ସମଗ୍ର ବିବାହିତ ନାରୀ ଜାତିକୁ ଅନୁରୋଧ କରୁଛି ଯଦି ଜୀବନ କାଳରେ ସ୍ବାମୀ ଟି ତୁମ ଆଗରୁ ଦେହାନ୍ତ ହୋଇଯାଏ କେବେହେଲେ ହାରିବନି, ଆଗକୁ ସାହାସର ସହିତ ବଞ୍ଚିବା ସିଖିବ, ସାବିତ୍ରୀ ବ୍ରତ, ଜାଗର ଓଷା ଓ ସର୍ବ ପୂଜା‌ ଅର୍ଚ୍ଚନା ବିଧିବିଧାନ ପୂର୍ବକ ପାଳନ କରିପାରିବେ, ସ୍ଵାମୀ ର ଶରୀର ନଷ୍ଟ ହୋଇଯାଏ କିନ୍ତୁ ଆତ୍ମା ନୁହେଁ, ସବୁ ସମୟରେ ସେ ଅନ୍ତରରେ ରହିଥାଏ।"

By Basanti Pattnaik
 278


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments