STORYMIRROR
ମୁଁ...
ମୁଁ ଗର୍ବିତ ଯେ,
...
ମୁଁ ଗର୍ବିତ...
“
ମୁଁ ଗର୍ବିତ ଯେ,
ଜଣେ ଓଡ଼ିଆ ମା' ମୋ ଭାରତର ସର୍ବୋଚ୍ଚ ନାଗରିକ ।
ମୁଁ ଗର୍ବିତ ଯେ,
ଜଣେ ଆଦିବାସୀ ମା' ମୋ ଭାରତର ସର୍ବୋଚ୍ଚ ପଦାଧିକାରୀ ।
ମୁଁ ଗର୍ବିତ ଯେ,
ଜଣେ ଓଡ଼ିଆଣୀ ଆମ ଭାରତର ରାଷ୍ଟ୍ରପତି ।
ମୁଁ ଗର୍ବିତ ଯେ,
ଜଣେ ଭଞ୍ଜ ଭୂମିର ପୁତ୍ରୀ ଆମ ଭାରତର ସର୍ବୋଚ୍ଚ ଉତ୍ତରାଦାୟୀ ।
ମୁଁ ଗର୍ବିତ ଯେ,
ପଛୁଆ ବର୍ଗର ଜଣେ ମହିଳା ଏହି ଭାରତର ସର୍ବୋଚ୍ଚ ଶାସନ କର୍ତ୍ତା ।
ମୁଁ ଗର୍ବିତ ଯେ,
ମୋ ଓଡ଼ିଆ ମାଟିର ମା' ଆଜି ଏହି ଦେଶର ଐକ୍ୟ ର ପ୍ରତୀକ ।
”
20
More oriya quote from SUBRAT SETHY
Download StoryMirror App