STORYMIRROR

ମୋ ଦେଶ ମୋ...

ମୋ ଦେଶ ମୋ ମାଟି ମୋରି ମାଆ ତାଆ ନାମ ଜପି ଭୁଲେ ଦୁନିଆଁ ତା ପାଣି ପବନ ତା ପରିବେଶ ଦେହେ ଭରେ ମୋର ଅସୀମ ଉଲ୍ଲାସ ତା ଶାଢ଼ୀ ପଣତ ସେ ସବୁଜ ବନ ଦେଖ୍ ଶାନ୍ତି ଲଭେ ମୋର ଏଇ ମନ। ମୁକୁଟ ସଦୃଶ ଉଚ୍ଚ ପରବତ, ବଉଦ ମାଳା ଯେ ମସ୍ତକେ ସଜ୍ଜିତ। ପାଦ ପ୍ରକ୍ଷାଳନେ ବିଶାଳ ସମୁଦ୍ର, ସ୍ବର୍ଣ୍ଣ ରେଣୁ ଭରେ ତନୁରେ ଯେ ରୁଦ୍ର। ସବୁଜିମା ବସ୍ତୁ ଶରୀରେ ତାହାର, କୃଷକ ନିର୍ମିତ ଦିବ୍ୟ ଉପହାର। ପଶୁ ପକ୍ଷୀଙ୍କର ମଧୁର କାକଳି, ପ୍ରିୟ ଜନେ ଏଠି ହୁଅନ୍ତି କୋଳାକୋଳି। ଏଇ ଦେଶ ଏଇ ମାଟି

By ଅମିତ୍ କୁମାର ସେଠୀ
 30


More oriya quote from ଅମିତ୍ କୁମାର ସେଠୀ
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments