STORYMIRROR

ମନୁଷ୍ୟ କିଛି...

ମନୁଷ୍ୟ କିଛି ସମୟ ପାଇଁ ହେଲେ ମଧ୍ୟ ଏକାନ୍ତ ରହିବା ଦରକାର, କାରଣ ବ୍ୟସ୍ତତା ଭିତରେ ମଣିଷ ନିଜକୁ ସମୟ ଦେଇ ପରେ ନାହିଁ, ଏକାନ୍ତ ରହିବା ଦ୍ଵାରା ସେ ନିଜ ବିଷୟରେ କିଛି ଭାବି ପରେ ,କିଛି କ୍ଷଣ ପାଇଁ ହେଲେ ମଧ୍ୟ ସେ ଶାନ୍ତି କୁ ଅନୁଭବ କରିପାରେ।

By Lakshapati Podh
 13


More oriya quote from Lakshapati Podh
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments