STORYMIRROR

ମନୁଷ୍ୟ ଜୀବନ...

ମନୁଷ୍ୟ ଜୀବନ କାଳଚକ୍ରେ ବନ୍ଧା ଅଟଇ ମାଟିର ପିଣ୍ଡ କେତେବେଳେ ଆସି ଯମ ନାଶିଦେବ ମିଳିଣ କଠିନ ଦଣ୍ଡ । ଜନମି ମର୍ତ୍ତ୍ୟରେ ସୁକାର୍ଯ୍ୟ କରିଲେ ପାଇବ କେତେ ସମ୍ମାନ ଯଦି ଅନ୍ୟର ଦୁଃଖରେ ଦୁଃଖିତ ନହେଲେ ସିଏ ପଶୁଠାରୁ ହୀନ । । ଭାଗ୍ୟବନ୍ତ ମହାଲିଙ୍ଗ 8917248391

By Bhagyabanta Mahaling
 151


More oriya quote from Bhagyabanta Mahaling
1 Likes   0 Comments
11 Likes   0 Comments
26 Likes   0 Comments
21 Likes   0 Comments
12 Likes   0 Comments