STORYMIRROR
ମନୁଷ୍ୟ ଜୀବନ...
ମନୁଷ୍ୟ ଜୀବନ...
ମନୁଷ୍ୟ ଜୀବନ...
“
ମନୁଷ୍ୟ ଜୀବନ କାଳଚକ୍ରେ ବନ୍ଧା
ଅଟଇ ମାଟିର ପିଣ୍ଡ
କେତେବେଳେ ଆସି ଯମ ନାଶିଦେବ
ମିଳିଣ କଠିନ ଦଣ୍ଡ ।
ଜନମି ମର୍ତ୍ତ୍ୟରେ ସୁକାର୍ଯ୍ୟ କରିଲେ
ପାଇବ କେତେ ସମ୍ମାନ
ଯଦି ଅନ୍ୟର ଦୁଃଖରେ ଦୁଃଖିତ ନହେଲେ
ସିଏ ପଶୁଠାରୁ ହୀନ । ।
ଭାଗ୍ୟବନ୍ତ ମହାଲିଙ୍ଗ
8917248391
”
151
More oriya quote from Bhagyabanta Mahaling
Download StoryMirror App