STORYMIRROR
ମଣିଷଟି...
ମଣିଷଟିଏ ଅନ୍ୟର...
ମଣିଷଟିଏ...
“
ମଣିଷଟିଏ ଅନ୍ୟର ଫୋଟୋ, ଲେଖା କି ଅନ୍ୟ କିଛି ବିଷୟକୁ ନେଇ ନିଜର ଯେବେ ମତାମତ ପ୍ରଦାନକରେ ସେତେବେଳେ ତାକୁ କେହିକେହି ଗ୍ରହଣ କରନ୍ତି ତ ଆଉ କେହି ମତାମତ କୁ ଦେଖି ଅଣଦେଖା କରିଦିଅନ୍ତି ହେଲେ ତା' ହୃଦୟର ସଚ୍ଚୋଟ ପଣିଆକୁ ଅନୁଭବ କରିପାରନ୍ତି ନାହିଁ ।
-kahnu charan sahu
”
23
More oriya quote from kahnu charan sahu
Download StoryMirror App