STORYMIRROR
ମିଛ ଚରିତ୍ର ର...
ମିଛ ଚରିତ୍ର ର...
ମିଛ ଚରିତ୍ର...
“
ମିଛ ଚରିତ୍ର ର ଚିତ୍ର କରେ ହନନ,
ମିଛ ଭାଂଗି ଦିଏ ମିଠା ସମ୍ପର୍କର ବନ୍ଧନ,
ମିଛ ଓଲେଇ ସରେନି ଥରକରେ, ମିଛ ଛାଡି ସତ ଧରିଲେ ଭଲ, କାରଣ....
ସତ କରିଥାଏ ଜୀବନ ସୁଗମ.
”
224
More oriya quote from PrajnaParamita Aparajita
Download StoryMirror App