STORYMIRROR

ମାଆ ତୁମ...

ମାଆ ତୁମ ପାଇଁ କଣ ଲେଖିବି???? ସବୁ ଶବ୍ଦ ତୁମ ତ୍ୟାଗ, ବଳିଦାନ, ସ୍ନେହ ମମତା ଆଗରେ ଅତି ନଗଣ୍ୟ, ତୁମେ ସବୁ ଶବ୍ଦ ର ଅସରନ୍ତି ଭଣ୍ଡାର, ସବୁ ଶକ୍ତି ର ସଞ୍ଚାର, ତୁମେ ଆରମ୍ଭ ତୁମେ ଅତୁଳନୀୟ, ତୁମେ ଚଳନ୍ତି ପ୍ରତିମା,ତୁମ ପ୍ରତି ଯେତେ ଭକ୍ତି କର୍ତ୍ତବ୍ୟକର୍ମ କରିଲେ ମଧ୍ୟ ତାହା ତୁମର ପ୍ରତିଦାନ ନିକଟରେ ସାମାନ୍ୟ ଧୂଳି ସମ,ମାଆ ତୁମ ଶ୍ରୀ ଚରଣ ରେ କୋଟି କୋଟି ପ୍ରଣାମ।

By Basanti Pattnaik
 346


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments