STORYMIRROR

ମାଆ ! ତୋ...

ମାଆ ! ତୋ ପାଇଁ କିଛି ଶବ୍ଦ ର ତମାମ ଅଭାବ ଆଜି ମୋ ପାଖରେ । ଯିଏ ମତେ ଶବ୍ଦ ଶିଖେଇଛି ତାକୁ ବା କୋଉ ଶବ୍ଦ ର ଫୁଲ ମୁଁ ଅର୍ପଣ କରିପାରିବି । ମତେ ଏଇ ସୁନ୍ଦର ପୃଥିବୀକୁ ଆଣିଥିବାରୁ ତତେ କୋଟି କୋଟି ପ୍ରଣାମ। ଜୀବନରେ ଚାଲି ଶିଖେଇ ଥିବାରୁ ମୋର ଲହୁ ରେ ସ୍ୱାଭିମାନ ଦେଇଥିବାରୁ ତତେ ଅଶେଷ ଧନ୍ୟବାଦ ମା' ।

By Archana Sahoo
 267


More oriya quote from Archana Sahoo
25 Likes   0 Comments
12 Likes   0 Comments
19 Likes   0 Comments
21 Likes   0 Comments
29 Likes   0 Comments