STORYMIRROR
ମାଆ !...
ମାଆ ! ତୋ ପାଇଁ...
ମାଆ ! ତୋ...
“
ମାଆ ! ତୋ ପାଇଁ କିଛି ଶବ୍ଦ ର ତମାମ ଅଭାବ ଆଜି ମୋ ପାଖରେ ।
ଯିଏ ମତେ ଶବ୍ଦ ଶିଖେଇଛି ତାକୁ ବା କୋଉ ଶବ୍ଦ ର ଫୁଲ ମୁଁ ଅର୍ପଣ କରିପାରିବି ।
ମତେ ଏଇ ସୁନ୍ଦର ପୃଥିବୀକୁ ଆଣିଥିବାରୁ ତତେ କୋଟି କୋଟି ପ୍ରଣାମ।
ଜୀବନରେ ଚାଲି ଶିଖେଇ ଥିବାରୁ ମୋର ଲହୁ ରେ ସ୍ୱାଭିମାନ ଦେଇଥିବାରୁ ତତେ ଅଶେଷ ଧନ୍ୟବାଦ ମା' ।
”
267
More oriya quote from Archana Sahoo
Download StoryMirror App