STORYMIRROR
ମାଆ କଣ...
ମାଆ କଣ ତାକୁ ପଚାର...
ମାଆ କଣ ତାକୁ...
“
ମାଆ କଣ ତାକୁ ପଚାର ଯିଏ ତା ମା କୁ ହରେଇସାରିଛି,ସେ ହିଁ ଜାଣେ ମାଆ ର ମମତା ,ସ୍ନେହ ଓ ଭଲପାଇବା କାରଣ ଯାହା ଆମ ପାଖରେ ଥାଏ ତାହାର ମୂଲ୍ୟ ଆମେ ସେତେବେଳେ ଆମେ ଜାଣି ପାରିନାହିଁ । ତେଣୁ ସମସ୍ତେ ମାଆ ଙ୍କୁ ଭଲ ପାଅ ,ଥରେ ଚାଲିଗଲେ ଆଉ କେବେ ଫେରିବେନି ।।
”
283
More oriya quote from Rajesh Pattanaik
Download StoryMirror App