STORYMIRROR
ମା' !ତୋ ପାଇଁ...
ମା' !ତୋ ପାଇଁ...
ମା' !ତୋ...
“
ମା' !ତୋ ପାଇଁ ହୃଦୟ ରୁ ପଦେ
ମତେ ଜନ୍ମ ଦେଇ ତୁ କୃପା କରିଛୁ
ତେଣୁ ତତେ ଅନେକ ଅନେକ ଧନ୍ୟବାଦ ।
ମାଆ !ମତେ କୋଳରେ ଧରିଛୁ ଅତି ଆଦରରେ ତେଣୁ ମୋ ପ୍ରଣାମ ଗ୍ରହଣ କର ।
ମାଆ !ମତେ ତୋ ଅମୃତ କ୍ଷୀର ଦେଇ ଜୀବନ ଦାନ କରିଛୁ । ତୋ ଆଗରେ ମୁଁ ନତ ମସ୍ତକ।
ମାଆ ! ଈଶ୍ୱର ସିନା ମତେ ଏ ଧାରା କୁ ପଠେଇଛନ୍ତି । କିନ୍ତୁ ତୁ ମତେ ଜୀଇଁବା ଶିଖେଇଛୁ । ତତେ ଓଳିକି ଲୋ ମାଆ ।
ମାଆ ! ମତେ କଥା କହି ଶିଖେଇଛୁ । ତେଣୁ ଏଇ ଜିଭରୁ ପାଟିରୁ ତୋ ପାଇଁ ସତ ପ୍ରଶଂଆ ଲୋ ମା' ।
”
322
More oriya quote from Archana Sahoo
Download StoryMirror App