STORYMIRROR

ମା' !ତୋ...

ମା' !ତୋ ପାଇଁ ହୃଦୟ ରୁ ପଦେ ମତେ ଜନ୍ମ ଦେଇ ତୁ କୃପା କରିଛୁ ତେଣୁ ତତେ ଅନେକ ଅନେକ ଧନ୍ୟବାଦ । ମାଆ !ମତେ କୋଳରେ ଧରିଛୁ ଅତି ଆଦରରେ ତେଣୁ ମୋ ପ୍ରଣାମ ଗ୍ରହଣ କର । ମାଆ !ମତେ ତୋ ଅମୃତ କ୍ଷୀର ଦେଇ ଜୀବନ ଦାନ କରିଛୁ । ତୋ ଆଗରେ ମୁଁ ନତ ମସ୍ତକ। ମାଆ ! ଈଶ୍ୱର ସିନା ମତେ ଏ ଧାରା କୁ ପଠେଇଛନ୍ତି । କିନ୍ତୁ ତୁ ମତେ ଜୀଇଁବା ଶିଖେଇଛୁ । ତତେ ଓଳିକି ଲୋ ମାଆ । ମାଆ ! ମତେ କଥା କହି ଶିଖେଇଛୁ । ତେଣୁ ଏଇ ଜିଭରୁ ପାଟିରୁ ତୋ ପାଇଁ ସତ ପ୍ରଶଂଆ ଲୋ ମା' ।

By Archana Sahoo
 322


More oriya quote from Archana Sahoo
25 Likes   0 Comments
12 Likes   0 Comments
19 Likes   0 Comments
21 Likes   0 Comments
29 Likes   0 Comments