STORYMIRROR

#ମା ମୁଁ କି...

“ #ମା ମୁଁ କି ପାପ କରିଛି ତୋର ଏତେ କ୍ରୋଧ? ତୁ ପରା କ୍ଷମା ର ସାଗର, ସ୍ନେହ ର ମନ୍ଦିର, ଏତେ ହଳାହଳ ବିଷ କାହିଁ ଗାଳୁଛୁ? ସଂସାରରେ ଏ ଦୁଃଖ କାହିଁକି? ଚାରିଆଡେ ଖାଲି ହା ହା କାର ପଡ଼ିଛି,ମାଲୋ ଆଉ ରାଗେନି ସଂସାରରେ ପୁଣି ହସ ଖୁସି ଭରିଦେ, ଶୀତଳତା ପୁଣି ଭରିଦେ।" ”

By Basanti Pattnaik
 264


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments