STORYMIRROR
**ଲୁହ...
**ଲୁହ ଭିଜା ଲଫାପା...
**ଲୁହ ଭିଜା...
“
**ଲୁହ ଭିଜା ଲଫାପା **
ମନରେ ସାଇତା ଅସହ୍ୟ ଜ୍ୱଳନ
କରିଦିଏ ଅଣନିଶ୍ୱାସୀ
ଭାରାକ୍ରାନ୍ତ ବ୍ୟଥା ନକହିବାଯାଏ
ପାଏ ନାହିଁ ଟିକେ ଶାନ୍ତି l
କଲମ ଧରି ମୁଁ ମନର କାଗଜେ
ଲେଖୁଥାଏ ନିତି ବସି
ଅବୁଝା ମନକୁ ବୁଝେଇବା ପାଇଁ ହୃଦୟ ଲଫାପାରୁ ଖୋଲିପଢିବାକୁ ହୁଏ ଲୁହଭିଜା ଚିରା ଚିଠି l
ଜୟଶ୍ରୀ ପାତ୍ର
ବାଲେଶ୍ୱର, ବାଲିଆପାଳ, ନାରାୟଣପୁର
”
268
More oriya quote from Jayashree patra
Download StoryMirror App