STORYMIRROR
ଲେମ୍ବୁର କିଛି...
ଲେମ୍ବୁର କିଛି...
ଲେମ୍ବୁର...
“
ଲେମ୍ବୁର କିଛି ବୁନ୍ଦା ଯେମିତି କ୍ଷୀର ଆଉ ପାଣିକୁ ଅଲଗା ଅଲଗା କରିଦିଏ ସେମିତି ପଇସାର କିଛିଟା ଅହଂକାର ବାପ-ପୁଅ ଭାଇ-ଭଉଣୀ ଆଉ ଭାଇ-ଭାଇ ଭିତରେ ଥିବା ସ୍ନେହ ଶ୍ରଦ୍ଧା ସୁସମ୍ପର୍କକୁ ଅଲଗା କରିଦିଏ । "ଜୟ ଜଗନ୍ନାଥ" ଶୁଭ ସକାଳ
”
191
More oriya quote from Sanjay Prusty
Download StoryMirror App