STORYMIRROR
କଳିଯୁଗେ ଦେଖ...
କଳିଯୁଗେ ଦେଖ...
କଳିଯୁଗେ ଦେଖ...
“
କଳିଯୁଗେ ଦେଖ ଟଙ୍କାରମହତ୍ୱ
ସବୁଠୁଁ ଉପରେ ଭାଇ
ଟଙ୍କା ବଳେ ମିଛ ହୋଇଯାଏ ସତ
ମୂର୍ଖ ପଣ୍ଡିତ ବୋଲାଇ,
ଟଙ୍କା ଲୋଭେ ସର୍ବେ ବାଇ
ଅଯୋଗ୍ୟ ବସୁଛି ଯୋଗ୍ୟାସନେଯାଇ
ଯୋଗ୍ୟ ଯାଏ ଲଜ୍ଜା ପାଇ |
”
245
More oriya quote from Jagannath Barik
Download StoryMirror App