STORYMIRROR
କଳ କାରଖାନା...
କଳ କାରଖାନା...
କଳ କାରଖାନା...
“
କଳ କାରଖାନା ରାସ୍ତା ଘାଟ ପାଇଁ
ଜଙ୍ଗଲ ହୋଇଲା ପଦା,
ବନ୍ଯ ଜୀବ ଏବେ ସହର ମୁହାଁ ଯେ
ମଣିଷ ହୋଇବ ବିଦା।
- ଆଶୁକବି ହେମନ୍ତ ଦାଶ
ତୁଷୁରା, ବଲାଙ୍ଗିର, ମୋ-୯୯୩୭୬୮୮୫୫୧
”
61
More oriya quote from Hemanta Kumar Dash
Download StoryMirror App