STORYMIRROR

କିଛି ରାଏ...

କିଛି ରାଏ କେବଳ ଅଦାଲତରୁ ମିଳି ନ ଥାଏ, ଏମିତି କିଛି ଵି ନିଷ୍ପତ୍ତି ଅଛି.. ଯିଏ ହୃଦୟର କେଉଁ ନିଭୃତ ଅନ୍ତଃକୋଣରୁ ହିଁ ସ୍ୱୟଂ ନିଃସୃତ ହୋଇଥାଏ.. କେଉଁ ନିରୋଳା କାଗଜ ଫର୍ଦ୍ଦ ଉପରେ ନୁହେଁ, ଅନ୍ତରାତ୍ମାର ଆତ୍ମ ଅନୁଶୀଳନ ଓ ସ୍ୱୀୟ ଅନ୍ତଃର୍ମନର ଅନ୍ତଃ ଚେତନାରେ ହୋଇଥାଏ..! @ଇନ୍ଦ୍ରଧନୁର ରଂଗ..🌷

By Debadatta Jena
 347


More oriya quote from Debadatta Jena
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments