STORYMIRROR

।। କିଛି କଥା...

।। କିଛି କଥା ।। ************** କିଛି କଥା ଛପିଯାଏ ହୄଦୟ ଉହାଡେ କହିଯାଏ ଆଖି କିଛି କଥା, ଲୁଚିଯାଏ କିଛି କଥା ଅତୀତ ଗୁମ୍ଫାରେ କିଛି କଥା କହେ ନୀରବତା ।।

By Jashobant Pattanayak
 335


More oriya quote from Jashobant Pattanayak
17 Likes   0 Comments