STORYMIRROR
ଖୋଜିବାର...
ଖୋଜିବାର ଆଶା ନେଇ...
ଖୋଜିବାର ଆଶା...
“
ଖୋଜିବାର ଆଶା ନେଇ
କାହିଁକି ମରୁର ଓଟ ସାଜିବି
ନିଜ ରକ୍ତରେ ତୃଷ୍ଣା ମେଣ୍ଟାଇବି
କାହିଁକି କସ୍ତୁରୀମୃଗ ସାଜିବି
ନିଜ ବାସ୍ନାକୁ ନିଜେ
ପରଖି ନ ପାରିବି
ତେଣୁ !
ଅପସରି ଯିବି ସଭିଙ୍କ ଠାରୁ,
ହଜିଯିବି ଅମାପ ପରିବ୍ୟାପ୍ତିରେ
ଏକ ଦୀର୍ଘନିଶ୍ୱାସର କ୍ଷଣ ସ୍ଥାୟୀ
ଅବର୍ଣ୍ଣନୀୟ ଅକଳ୍ପନୀୟ ଶାନ୍ତିରେ
”
239
More oriya quote from Kali Kumar
Download StoryMirror App