STORYMIRROR
କହିବାକ...
କହିବାକୁ ତ ଅନେକ...
କହିବାକୁ ତ...
“
କହିବାକୁ ତ ଅନେକ କିଛି ବାକି ଅଛି..
ହଁ,କେବେ କଣ ପଚାରନ୍ତନି ଯେ..
ତୁମେ ମୋ ପାଇଁ କଣ ବୋଲି..
କିଛି କହି ନ ପାରିଲେ ଵି..
କହି ତ ପାରନ୍ତି ଖାଲି..
ଖାସ୍ ତୁମେ ମୋର..
ଅସରନ୍ତି ରାସ୍ତା..
ସବୁ କିଛି..
ବୋଲି.!
@ଇନ୍ଦ୍ରଧନୁର ରଂଗ..🌷
”
199
More oriya quote from Debadatta Jena
Download StoryMirror App