STORYMIRROR

କେମିତି...

କେମିତି କହିବି ନୀରବ ଆଜି ମୁଁ ପାଉ ନାହିଁ କିଛି ଶବ୍ଦ, ତୁମ ପ୍ରେମ ରାଣେ ବନ୍ଦନୀ ଆଜି ମୁଁ ଶ୍ବାସ ମୋ ହେଲାଣି ଊଦ୍ଧ ।। ଫେରିବା ବାଟକୁ କରିଛି ଅପେକ୍ଷା ଲେଉଟି ଆସ ଗୋ ସାଥି , ବିଚ୍ଛେଦ ର ଦୁଃଖ ସହି ହେଉନାହିଁ ଉଜାଗରେ କଟେ ରାତି ।। @Sisir_kumar.

By Sisir Kumar Samal
 1794


More oriya quote from Sisir Kumar Samal
1 Likes   0 Comments