STORYMIRROR
କେମିତି...
କେମିତି କହିବି ଆଜି...
କେମିତି...
“
କେମିତି କହିବି ଆଜି ମୁଁ ତୋ ଆଗେ,
ନିଜର କରିନେ ମତେ,
କହିବାର ଶକ୍ତି ମୋ ହରେଇ ସାରିଛି,
ଏବେ କେମିତି କହିବି ତତେ,
ଯାହା ଵି କହୁଛି,ଏ ମିଛ ଜମା ନୁହେଁ,
ସତେ,ନିଜର କରିନେ ମତେ..!
@ଇନ୍ଦ୍ରଧନୁର ରଂଗ..🌷
”
297
More oriya quote from Debadatta Jena
Download StoryMirror App